Friday, February 9, 2018

bhubaneswar biswasanti samabesa feb 21 | Odisha sankirtan dala | ଭୁବନେଶ୍ୱର ଚାଲ ୨୧/୨/୨୦୧୮












ଶ୍ରୀ ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସଂକୀର୍ତ୍ତନ ସେବା ବିକାଶ ପରିଷଦ, ଓଡିଶା ଆପଣ ମାନଙ୍କୁ ସ୍ୱାଗତ କରୁଅଛି

ଭୁବନେଶ୍ୱର ଚାଲ ୨୧/୨/୨୦୧୮


ତା 21 /02/୨୦୧8 ରେ ଭୁବନେଶ୍ୱର ଠାରେ ବିଶ୍ୱ ଶାନ୍ତି ନଗର ପରିକ୍ରମା ଓ ବିଶ୍ୱ ଶାନ୍ତି ସଂକୀର୍ତନ ସମାବେଶ ଅନୁଷ୍ଠିତ ହେବାକୁ ଯାଉଅଛି . ମୋର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ ବିପୁଳ ମାତ୍ର ରେ ଯୋଗଦେଇ ଏହି ସମା ବେଶକୁ ସଫଳ କରନ୍ତୁ

ଓଡିଶା ର ୩୦ ଗୋଟି ଜିଲ୍ଲା ରେ ପ୍ରାୟ ୨୦ ହଜ଼ାର ରୁ ଉର୍ଦ୍ଧ ସଂକୀର୍ତନ ମଣ୍ଡଳୀ ୭ ଲକ୍ଷ ରୁ ଉର୍ଦ୍ଧ କଳାକାର ଉପରୋକ୍ତ ସଂସ୍ଥା ମାଧ୍ୟମ ରେ ସଂପୃକ୍ତ ଅଛନ୍ତି .
ଭୁବନେଶ୍ୱର ଠାରେ ଜଗତର କଲ୍ୟାଣ ପାଇଁ ବିଶ୍ୱ ଶାନ୍ତି ନଗର କୀର୍ତ୍ତନନା କରି ଧର୍ମ୍ମ ସଭାରେ ଯୋଗ ଦେଲେ. ଦିର୍ଘ ୫ ଘଣ୍ଟା ଦ୍ଧରି ଏହି ସଭା ଚାଲିବ . ଏହି ସଭାରେ ଶ୍ରୀ ସୁବାସ ମହାନ୍ତି,ଶ୍ରୀ ଶରତ ଚନ୍ଦ୍ର ପ୍ରଧାନ, ଶ୍ରୀ ଶିବ ପ୍ରସାଦ ସ୍ୱାଇଁ,ଶ୍ରୀ ସୁବାସ ମହାନ୍ତି,ଶ୍ରୀ ଶରତ ଚନ୍ଦ୍ର ପ୍ରଧାନ,ଶ୍ରୀ ବିପିନି ବିହାରୀ ଦାସ,ଶ୍ରୀ ଦିବାକର ପାତ୍ର ,ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ସାହୁ ଓ ସଂମନ୍ୟ ଅତିଥି ମାନେ ଯୋଗ ଦେ ଇ ସଭା କାୟ ପରିଚାଳନା କରିବେ

ଜଗତ ଉଦ୍ଧାର ପାଇଁ ଅକୁଣ୍ଠହା ଚିତ୍ତ ରେ ନାମ ସଂକୀର୍ତନ ମହାପ୍ରଭୁ ଶ୍ରୀ ଚୈତନ୍ୟ ଦେବଙ୍କ ପଥ ଅନୁସରଣ କରି ଆସୁଛନ୍ତି | ଅନେକ ଅଭାବ ଅସୁବିଧା ଥାଇ ଏହି ପଥ ରେ ଆଗେଇ ଛାଲିଛନ୍ତି | ଏହି ପରିଷଦ ର ଆଉ ଏକ ମହାନ ଉଦେଶ୍ୟ ଚାଷ କରି ସଂସାର କୁ ଖ୍ୟଦ୍ୟ ଯୋଗାଇବା . କଥା ରେ ଅଛି ଚାଷ କରି ଲକ୍ଷ ଜୀବ ପୋଷା | ସାଂସର ର ମଙ୍ଗଳ ପାଇଁ ଏହି ଦୁଇଟି ମହାନ ଉଦେଶ୍ୟ ରହି ଶ୍ରୀ ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସଂକୀର୍ତନ ସେବା ବିକାଶ ପରିଷଦ , ଓଡିଶା ସବୁବେଳେ କାର୍ଯ୍ୟ କରି ଆସୁଛି |

ଏହି ସଂସ୍ଥା ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସଂକୀର୍ତନ ସେବା ବିକାଶ ପରିଷଦ , ଓଡିଶା , ସଂକିର୍ତନ ମାଧ୍ୟମରେ ବିଜ୍ଞାନପନ ଯଥା ସ୍ଵ|ସ୍ଥ୍ୟ ସଚେତନ , ପରିବାର କଲ୍ୟାଣ , ବୃକ୍ଷ ରୋପଣ , ରକ୍ତଦାନ ଶିବିର , ନିଶାନିବାରଣ ଆଦି ସାମାଜିକ ମଂଗଳ କାମ କରିଆସୁଅଛି |

With Best Regards From
#SradhaWebCreations

http://ssjksssvp.org/
http://sradhawebcreations.com/

No comments:

Post a Comment