Showing posts with label founder of sambad soumya ranjan patnaik. Show all posts
Showing posts with label founder of sambad soumya ranjan patnaik. Show all posts

Friday, February 9, 2018

bhubaneswar biswasanti samabesa feb 21 | Odisha sankirtan dala | ଭୁବନେଶ୍ୱର ଚାଲ ୨୧/୨/୨୦୧୮












ଶ୍ରୀ ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସଂକୀର୍ତ୍ତନ ସେବା ବିକାଶ ପରିଷଦ, ଓଡିଶା ଆପଣ ମାନଙ୍କୁ ସ୍ୱାଗତ କରୁଅଛି

ଭୁବନେଶ୍ୱର ଚାଲ ୨୧/୨/୨୦୧୮


ତା 21 /02/୨୦୧8 ରେ ଭୁବନେଶ୍ୱର ଠାରେ ବିଶ୍ୱ ଶାନ୍ତି ନଗର ପରିକ୍ରମା ଓ ବିଶ୍ୱ ଶାନ୍ତି ସଂକୀର୍ତନ ସମାବେଶ ଅନୁଷ୍ଠିତ ହେବାକୁ ଯାଉଅଛି . ମୋର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ ବିପୁଳ ମାତ୍ର ରେ ଯୋଗଦେଇ ଏହି ସମା ବେଶକୁ ସଫଳ କରନ୍ତୁ

ଓଡିଶା ର ୩୦ ଗୋଟି ଜିଲ୍ଲା ରେ ପ୍ରାୟ ୨୦ ହଜ଼ାର ରୁ ଉର୍ଦ୍ଧ ସଂକୀର୍ତନ ମଣ୍ଡଳୀ ୭ ଲକ୍ଷ ରୁ ଉର୍ଦ୍ଧ କଳାକାର ଉପରୋକ୍ତ ସଂସ୍ଥା ମାଧ୍ୟମ ରେ ସଂପୃକ୍ତ ଅଛନ୍ତି .
ଭୁବନେଶ୍ୱର ଠାରେ ଜଗତର କଲ୍ୟାଣ ପାଇଁ ବିଶ୍ୱ ଶାନ୍ତି ନଗର କୀର୍ତ୍ତନନା କରି ଧର୍ମ୍ମ ସଭାରେ ଯୋଗ ଦେଲେ. ଦିର୍ଘ ୫ ଘଣ୍ଟା ଦ୍ଧରି ଏହି ସଭା ଚାଲିବ . ଏହି ସଭାରେ ଶ୍ରୀ ସୁବାସ ମହାନ୍ତି,ଶ୍ରୀ ଶରତ ଚନ୍ଦ୍ର ପ୍ରଧାନ, ଶ୍ରୀ ଶିବ ପ୍ରସାଦ ସ୍ୱାଇଁ,ଶ୍ରୀ ସୁବାସ ମହାନ୍ତି,ଶ୍ରୀ ଶରତ ଚନ୍ଦ୍ର ପ୍ରଧାନ,ଶ୍ରୀ ବିପିନି ବିହାରୀ ଦାସ,ଶ୍ରୀ ଦିବାକର ପାତ୍ର ,ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ସାହୁ ଓ ସଂମନ୍ୟ ଅତିଥି ମାନେ ଯୋଗ ଦେ ଇ ସଭା କାୟ ପରିଚାଳନା କରିବେ

ଜଗତ ଉଦ୍ଧାର ପାଇଁ ଅକୁଣ୍ଠହା ଚିତ୍ତ ରେ ନାମ ସଂକୀର୍ତନ ମହାପ୍ରଭୁ ଶ୍ରୀ ଚୈତନ୍ୟ ଦେବଙ୍କ ପଥ ଅନୁସରଣ କରି ଆସୁଛନ୍ତି | ଅନେକ ଅଭାବ ଅସୁବିଧା ଥାଇ ଏହି ପଥ ରେ ଆଗେଇ ଛାଲିଛନ୍ତି | ଏହି ପରିଷଦ ର ଆଉ ଏକ ମହାନ ଉଦେଶ୍ୟ ଚାଷ କରି ସଂସାର କୁ ଖ୍ୟଦ୍ୟ ଯୋଗାଇବା . କଥା ରେ ଅଛି ଚାଷ କରି ଲକ୍ଷ ଜୀବ ପୋଷା | ସାଂସର ର ମଙ୍ଗଳ ପାଇଁ ଏହି ଦୁଇଟି ମହାନ ଉଦେଶ୍ୟ ରହି ଶ୍ରୀ ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସଂକୀର୍ତନ ସେବା ବିକାଶ ପରିଷଦ , ଓଡିଶା ସବୁବେଳେ କାର୍ଯ୍ୟ କରି ଆସୁଛି |

ଏହି ସଂସ୍ଥା ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସଂକୀର୍ତନ ସେବା ବିକାଶ ପରିଷଦ , ଓଡିଶା , ସଂକିର୍ତନ ମାଧ୍ୟମରେ ବିଜ୍ଞାନପନ ଯଥା ସ୍ଵ|ସ୍ଥ୍ୟ ସଚେତନ , ପରିବାର କଲ୍ୟାଣ , ବୃକ୍ଷ ରୋପଣ , ରକ୍ତଦାନ ଶିବିର , ନିଶାନିବାରଣ ଆଦି ସାମାଜିକ ମଂଗଳ କାମ କରିଆସୁଅଛି |

With Best Regards From
#SradhaWebCreations

http://ssjksssvp.org/
http://sradhawebcreations.com/