Tuesday, March 19, 2019

free odia images | download Free Odia Images | Sradha WebCreations


ଓଡ଼ିଆ ଡିଜାଇନ୍ସ  ଆପଣ ମାନଙ୍କୁ ସ୍ୱାଗତ କରୁଅଛି


 ଓଡ଼ିଆ ଡିଜାଇନ୍ସ ତରଫରୁ ଏହି ୱେବସାଇଟରେ ପ୍ରତ୍ୟେକ ପର୍ବ ପର୍ବାଣୀ, ସ୍ମରଣୀୟ ଦିବସ ଓ ଜାତୀୟ ଦିବସ ଅବସରରେ ସୁନ୍ଦର ସୁନ୍ଦର ଡିଜାଇନ ଅପଲୋଡ କରାଯାଇଥାଏ । ଆପଣ ନିଜର ପ୍ରିୟ ପରିଜନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଏହି ଡିଜାଇନକୁ ବ୍ୟବହାର କରିପାରିବେ । ଏଥିପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ । ଏହା ବ୍ୟତୀତ ଆପଣ ଯଦି କୌଣସି ଡିଜାଇନ ତିଆରି କରିବାକୁ ଚାହୁଁଥାନ୍ତି ତେବେ ନିମ୍ନରେ ଦିଆଯାଇଥିବା ଫର୍ମଟିକୁ ପୂରଣ କରନ୍ତୁ । ଆପଣଙ୍କ ଅର୍ଡର ମୁତାବକ ତିଆରି କରାଯାଉଥିବା ଡିଜାଇନ ପାଇଁ ଦେୟ ଦେବାକୁ ପଡିବ ।


We are a team of Graphics Designer, Animator and Visual Editor. We provide all type of Design Work for advertising through online.Odia Designs Inspiring you create a advertisement design for your business . Odia Designs helps you increase your qdvertising strategy. Odia designs is a set of templates and tools for creating a variety of short design projects such as digital marketing ads.


  • TV Advertisement

  • Print Advertisement

  • Outdoor Advertisement

  • Social Media Advertisement

  • Other Design Work







No comments:

Post a Comment