Sradha WebCreations is a privately held website designing Company,We Provides professional IT services. It's focused On Our customer's market facing business processes .We provides best quality of Responsive Websites for your Business. we also Deal with company registration , start up India registration, Iso Registration services ,online business consulting services, online branding,Digital marketing Contact us: +91-9040573923 ,+91-7008182025
Friday, January 12, 2018
Biswasanti nagara parikrama part 1 | Odisha Sankirtana Dala
ଶ୍ରୀ ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସଂକୀର୍ତ୍ତନ ସେବା ବିକାଶ ପରିଷଦ, ଓଡିଶା
ଆପଣ ମାନଙ୍କୁ ସ୍ୱାଗତ କରୁଅଛି
ତା ୭ /୧୧/୨୦୧୭
ରେ ଢେଙ୍କାନାଳ ମିନି ଷ୍ଟାଡ଼ିଅମ ଠାରେ ବିଶ୍ୱ ଶାନ୍ତି ନଗର ପରିକ୍ରମା ଓ ବିଶ୍ୱ ଶାନ୍ତି ସଂକୀର୍ତନ ସମାବେଶ ଅନୁଷ୍ଠିତ ହୋଇ ଯାଇଅଛି
ଓଡିଶା ର ୩୦ ଗୋଟି ଜିଲ୍ଲା ରେ ପ୍ରାୟ ୨୦ ହଜ଼ାର ରୁ ଉର୍ଦ୍ଧ ସଂକୀର୍ତନ ମଣ୍ଡଳୀ ୫ ଲକ୍ଷ ରୁ ଉର୍ଦ୍ଧ କଳାକାର ଉପରୋକ୍ତ ସଂସ୍ଥା ମାଧ୍ୟମ ରେ ସଂପୃକ୍ତ ଅଛନ୍ତି .. ଢେଙ୍କାନାଳ ର ଅଳସୁଆ ହାଟା ଠାରୁ ଶୋଭା ଯାତ୍ରା ରେ ବାହାରି
ସମସ୍ତ ସଂକୀର୍ତନ ମଣ୍ଡଳୀର କଳାକାର ମାନେ ଜଗତର ନାଥ ଜଗନ୍ନାଥ ଙ୍କ ସହ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଙ୍କୁ ଶୋଭାଯାତ୍ରା ରେ ନେ ଇ ବଳରାମ ମନ୍ଦିରରେ ପୂଜା ଅର୍ଚନା ଶେଷ କରି ଢେଙ୍କାନାଳ ମିନି ଷ୍ଟାଡ଼ିଅମ ଠାରେ ଜଗତର କଲ୍ୟାଣ ପାଇଁ ବିଶ୍ୱ ଶାନ୍ତି ନଗର କୀର୍ତ୍ତନନା କରି ଧର୍ମ୍ମ ସଭାରେ ଯୋଗ ଦେଲେ. ଦିର୍ଘ ୫ ଘଣ୍ଟା ଦ୍ଧରି ଏହି ସଭା ଚାଲି ଥିଲା . ଏହି ସଭାରେ ଶ୍ରୀ ସୁବାସ ମହାନ୍ତି,ଶ୍ରୀ ଶରତ ଚନ୍ଦ୍ର ପ୍ରଧାନ, ଶ୍ରୀ ଶିବ ପ୍ରସାଦ ସ୍ୱାଇଁ,ଶ୍ରୀ ସୁବାସ ମହାନ୍ତି,ଶ୍ରୀ ଶରତ ଚନ୍ଦ୍ର ପ୍ରଧାନ,ଶ୍ରୀ ବିପିନି ବିହାରୀ ଦାସ,ଶ୍ରୀ ଦିବାକର ପାତ୍ର ଓ ସଂମନ୍ୟ ଅତିଥି ମାନେ ଯୋଗ ଦେ ଇ ଥିଲେ ଓ ସଭା କାଜ୍ୟ ପରିଚାଳନା କରିଥିଲେ .
ଜଗତ ଉଦ୍ଧାର ପାଇଁ ଅକୁଣ୍ଠହା ଚିତ୍ତ ରେ ନାମ ସଂକୀର୍ତନ ମହାପ୍ରଭୁ ଶ୍ରୀ ଚୈତନ୍ୟ ଦେବଙ୍କ ପଥ ଅନୁସରଣ କରି ଆସୁଛନ୍ତି | ଅନେକ ଅଭାବ ଅସୁବିଧା ଥାଇ ଏହି ପଥ ରେ ଆଗେଇ ଛାଲିଛନ୍ତି | ଏହି ପରିଷଦ ର ଆଉ ଏକ ମହାନ ଉଦେଶ୍ୟ ଚାଷ କରି ସଂସାର କୁ ଖ୍ୟଦ୍ୟ ଯୋଗାଇବା . କଥା ରେ ଅଛି ଚାଷ କରି ଲକ୍ଷ ଜୀବ ପୋଷା | ସାଂସର ର ମଙ୍ଗଳ ପାଇଁ ଏହି ଦୁଇଟି ମହାନ ଉଦେଶ୍ୟ ରହି ଶ୍ରୀ ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସଂକୀର୍ତନ ସେବା ବିକାଶ ପରିଷଦ , ଓଡିଶା ସବୁବେଳେ କାର୍ଯ୍ୟ କରି ଆସୁଛି |
ଏହି ସଂସ୍ଥା ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସଂକୀର୍ତନ ସେବା ବିକାଶ ପରିଷଦ , ଓଡିଶା , ସଂକିର୍ତନ ମାଧ୍ୟମରେ ବିଜ୍ଞାନପନ ଯଥା ସ୍ଵ|ସ୍ଥ୍ୟ ସଚେତନ , ପରିବାର କଲ୍ୟାଣ , ବୃକ୍ଷ ରୋପଣ , ରକ୍ତଦାନ ଶିବିର , ନିଶାନିବାରଣ ଆଦି ସାମାଜିକ ମଂଗଳ କାମ କରିଆସୁଅଛି |
Thanks For Watching
With Best Regards From
#SradhaWebCreations
http://ssjksssvp.org/
http://sradhawebcreations.com/
http://sradhawebcreations.blogspot.in/
https://facebook.com/sradhawebcreations
http://www.youtube.com/c/sradhanjalisahooSradhaWebCreations
biswasanti nagara parikrama at dhenkanal mini stadium | Odisha sankirtan...
ଶ୍ରୀ
ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସଂକୀର୍ତ୍ତନ ସେବା ବିକାଶ ପରିଷଦ, ଓଡିଶା
ଆପଣ ମାନଙ୍କୁ ସ୍ୱାଗତ କରୁଅଛି
ତା ୭ /୧୧/୨୦୧୭
ରେ ଢେଙ୍କାନାଳ ମିନି ଷ୍ଟାଡ଼ିଅମ ଠାରେ ବିଶ୍ୱ ଶାନ୍ତି ନଗର ପରିକ୍ରମା ଓ ବିଶ୍ୱ ଶାନ୍ତି ସଂକୀର୍ତନ ସମାବେଶ ଅନୁଷ୍ଠିତ ହୋଇ ଯାଇଅଛି
ଓଡିଶା
ର ୩୦ ଗୋଟି ଜିଲ୍ଲା ରେ ପ୍ରାୟ ୨୦ ହଜ଼ାର ରୁ ଉର୍ଦ୍ଧ ସଂକୀର୍ତନ
ମଣ୍ଡଳୀ ୫ ଲକ୍ଷ ରୁ ଉର୍ଦ୍ଧ କଳାକାର ଉପରୋକ୍ତ ସଂସ୍ଥା
ମାଧ୍ୟମ ରେ ସଂପୃକ୍ତ ଅଛନ୍ତି .. ଢେଙ୍କାନାଳ ର ଅଳସୁଆ ହାଟା ଠାରୁ ଶୋଭା ଯାତ୍ରା ରେ ବାହାରି
ସମସ୍ତ ସଂକୀର୍ତନ ମଣ୍ଡଳୀର କଳାକାର ମାନେ ଜଗତର ନାଥ ଜଗନ୍ନାଥ ଙ୍କ ସହ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଙ୍କୁ ଶୋଭାଯାତ୍ରା ରେ ନେ ଇ ବଳରାମ ମନ୍ଦିରରେ ପୂଜା ଅର୍ଚନା ଶେଷ କରି ଢେଙ୍କାନାଳ ମିନି ଷ୍ଟାଡ଼ିଅମ ଠାରେ ଜଗତର କଲ୍ୟାଣ ପାଇଁ ବିଶ୍ୱ ଶାନ୍ତି ନଗର କୀର୍ତ୍ତନନା କରି ଧର୍ମ୍ମ ସଭାରେ ଯୋଗ ଦେଲେ. ଦିର୍ଘ ୫ ଘଣ୍ଟା ଦ୍ଧରି ଏହି ସଭା ଚାଲି ଥିଲା . ଏହି ସଭାରେ ଶ୍ରୀ ସୁବାସ ମହାନ୍ତି,ଶ୍ରୀ ଶରତ ଚନ୍ଦ୍ର ପ୍ରଧାନ, ଶ୍ରୀ ଶିବ ପ୍ରସାଦ ସ୍ୱାଇଁ,ଶ୍ରୀ ସୁବାସ ମହାନ୍ତି,ଶ୍ରୀ ଶରତ ଚନ୍ଦ୍ର ପ୍ରଧାନ,ଶ୍ରୀ ବିପିନି ବିହାରୀ ଦାସ,ଶ୍ରୀ ଦିବାକର ପାତ୍ର ଓ ସଂମନ୍ୟ ଅତିଥି ମାନେ ଯୋଗ ଦେ ଇ ଥିଲେ ଓ ସଭା କାଜ୍ୟ ପରିଚାଳନା କରିଥିଲେ .
ଜଗତ
ଉଦ୍ଧାର ପାଇଁ ଅକୁଣ୍ଠହା ଚିତ୍ତ ରେ ନାମ ସଂକୀର୍ତନ ମହାପ୍ରଭୁ ଶ୍ରୀ ଚୈତନ୍ୟ ଦେବଙ୍କ ପଥ ଅନୁସରଣ
କରି ଆସୁଛନ୍ତି | ଅନେକ
ଅଭାବ ଅସୁବିଧା ଥାଇ ଏହି ପଥ ରେ ଆଗେଇ ଛାଲିଛନ୍ତି | ଏହି ପରିଷଦ ର ଆଉ ଏକ ମହାନ
ଉଦେଶ୍ୟ ଚାଷ କରି ସଂସାର କୁ ଖ୍ୟଦ୍ୟ ଯୋଗାଇବା . କଥା ରେ ଅଛି ଚାଷ କରି ଲକ୍ଷ ଜୀବ ପୋଷା | ସାଂସର ର ମଙ୍ଗଳ ପାଇଁ ଏହି ଦୁଇଟି ମହାନ ଉଦେଶ୍ୟ
ରହି ଶ୍ରୀ ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସଂକୀର୍ତନ ସେବା ବିକାଶ ପରିଷଦ , ଓଡିଶା ସବୁବେଳେ
କାର୍ଯ୍ୟ କରି ଆସୁଛି |
ଏହି ସଂସ୍ଥା ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସଂକୀର୍ତନ
ସେବା ବିକାଶ ପରିଷଦ , ଓଡିଶା , ସଂକିର୍ତନ ମାଧ୍ୟମରେ ବିଜ୍ଞାନପନ ଯଥା ସ୍ଵ|ସ୍ଥ୍ୟ
ସଚେତନ , ପରିବାର କଲ୍ୟାଣ , ବୃକ୍ଷ ରୋପଣ , ରକ୍ତଦାନ ଶିବିର , ନିଶାନିବାରଣ ଆଦି ସାମାଜିକ
ମଂଗଳ କାମ କରିଆସୁଅଛି |
Thanks For Watching
With Best Regards From
#SradhaWebCreations
http://ssjksssvp.org/
http://sradhawebcreations.com/
http://sradhawebcreations.blogspot.in/
https://facebook.com/sradhawebcreations
http://www.youtube.com/c/sradhanjalisahooSradhaWebCreations
Wednesday, January 10, 2018
street style aloo chaat at home | how to make aaloo chana chaat
Sradha's Kitchen
(home made healthy hygienic Food)
Ingredient Yummy Aaloo Chaat Recipe
·
boil potato 200
gm
·
matar 50 gm
·
onion
·
1 capsicum
·
karipatta
·
tomato
·
podina leaves
·
curd
·
tomato sauce
·
papdi
·
coriander leaves
·
2 gm ginger/ mango ginger (optional)
·
salt , red chilli
·
20 gm curd
Yummy Aaloo Chaat recipe (Making Process)
·
fry capsicum or
onion with oil, add tomato, turmeric powder,
·
chili powder & fry. add boli matar and potato mix properly.
·
Follow my video .
·
you can serve this in snacks its very testy .
Thanks For Watching
With Best Regards From
#SradhaWebCreations
Tuesday, January 9, 2018
big banana stem cooking recipe | banana stem spicy fry with paneer recip...
Sradha's Kitchen
(home made healthy hygienic Food)
Ingredient for Banana Manja(Stem) Paneer
Chili part 2 Recipe
·
200
gm potato
·
salt
, 4 onion, 4 simla mirch
·
10
gm coriander leaves
·
200
gm paneer
·
2
tomato
·
10
gm garam masala
·
1
tea spoon red chili powder
·
1
tea spoon turmeric powder
·
Banana
manja(Stem) paneer
Banana Manja(Stem) Paneer
Chili (Making
Process)
·
fry
onion , simla mirch , add tomato , potato and wait
·
for
20 min for boil add manja paneer,
paneer, add
·
garam
masala , chili powder .
·
you can serve this with snacks
its very testy .
·
follow
above video
Thanks For Watching
With Best Regards From
#SradhaWebCreations
http://www.youtube.com/c/sradhanjalisahooSradhaWebCreations
Sunday, January 7, 2018
banana stem fry recipe | banana stem spicy fry with paneer recipe part 1
Sradha's Kitchen
(home made healthy hygienic Food)
Ingredient for Banana Manja(Stem) Paneer
Chili part 1 Recipe
·
1 pic banana manja (stem)
·
100 gm rice
·
salt , 1 onion,
·
ginger, garlic ,
·
10 gm Mustard Seeds
·
2 tomato
·
1 tea spoon turmeric powder
·
oil for fry
Banana Manja(Stem) Paneer
Chili (Making
Process)
·
slice banana manja (Stem)like me and boil for 30 to 45 min
·
after boil wait for 30 min Colling.
·
Grind rice , and boil banana , and make a paste
·
Grind 1 onion, ginger, garlic ,10 gm Mustard Seeds, 2 tomato
·
make a paste
·
mix all items properly, and steam that mix in cookware
·
after steam wait for 3 to 4 hours for cooling
·
you can serve this with snacks
its very testy .
·
follow
above video
Thanks For Watching
With Best Regards From
#SradhaWebCreations
http://www.youtube.com/c/sradhanjalisahooSradhaWebCreations
Thanks For Watching
With Best Regards From
#SradhaWebCreations
Subscribe to:
Posts (Atom)